କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ; ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ କଂଗ୍ରେ

ନବୀନ ଓଡିଶା ବ୍ଯୂର:ଭୁବନେଶ୍ବର: ରାତି ପାହିଲେ ଅର୍ଥାତ ଫେବ୍ରୁଆରି ୫ ତାରିଖ ଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ବସିବ। ଏହା ଫେବ୍ରୁଆରି ୧୩ ତାରିଖ ଯାଏଁ ଜାରି ରହିବ। ନିର୍ବାଚନ ପୂର୍ବରୁ ଏହି ଅଧିବେଶନ ବସୁଥିବାରୁ ଏଥିରେ କାମଚଳା ବଜେଟ୍ ପ୍ରସ୍ତୁତ ହେବ। ବିଧାନସଭାରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି। ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଯୋଜନା କରିଛି।
ଭୁବନେଶ୍ବର: ରାତି ପାହିଲେ ଅର୍ଥାତ ଫେବ୍ରୁଆରି ୫ ତାରିଖ ଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ବସିବ। ଏହା ଫେବ୍ରୁଆରି ୧୩ ତାରିଖ ଯାଏଁ ଜାରି ରହିବ। ନିର୍ବାଚନ ପୂର୍ବରୁ ଏହି ଅଧିବେଶନ ବସୁଥିବାରୁ ଏଥିରେ କାମଚଳା ବଜେଟ୍ ପ୍ରସ୍ତୁତ ହେବ। ବିଧାନସଭାରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି। ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଯୋଜନା କରିଛି।