୫ ପରାମର୍ଶଦାତାଙ୍କୁ ନିଯୁକ୍ତ କଲେ ନବୀନ

ଭୁବନେଶ୍ଵର: ସମ୍ଵଲପୁର ଜିଲ୍ଲା ବିଜେଡି କମିଟି ପରାମର୍ଶଦାତା ନିଯୁକ୍ତ। ୫ ଜଣ ପରାମର୍ଶଦାତାଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପ୍ରମିଳା ଭୋଇଧର, ବିଜୟ ମହାନ୍ତି, ଆର୍ତ୍ତତ୍ରାଣ ମିଶ୍ର, ପ୍ରମୋଦ ରଥ, ରାଜକିଶୋର ଦାସଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଏନେଇ ବିଜୁ ଜନତା ଦଳ ପକ୍ଷରୁ ସୂଚନା ମିଳିଛି।