ରାଜଧାନୀର ଭରତପୁରରେ ହତ୍ୟାକାଣ୍ଡ

Jul 18, 2025 - 17:09
 1
ରାଜଧାନୀର ଭରତପୁରରେ ହତ୍ୟାକାଣ୍ଡ

ରାଜଧାନୀର ଭରତପୁରରେ ଏକ ହତ୍ୟାକାଣ୍ଡ ଘଟିଛି। ଭରତପୁର ଥାନା ଅଧୀନ ତାରିଣୀ ବସ୍ତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଗତକାଲି ରାତିରେ ୪ଜଣ ଚୋର ଚୋରି କରିବାକୁ ପଶିଥିବା ବେଳେ ଘର ମାଲିକ ଚିତ୍କାର କରିଥିଲେ । ଧରା ପଡ଼ିଯିବା ଭୟରେ ସେମାନେ ଘରମାଲିକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଭରତପୁର ଥାନା ଅଧୀନ ତାରିଣୀ ବସ୍ତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ ।  ଗତକାଲି ରାତିରେ ୪ଜଣ ଚୋର ଚୋରି କରିବାକୁ ପଶିଥିବା ବେଳେ ଘର ମାଲିକ ଚିତ୍କାର କରିଥିଲେ । ଧରା ପଡ଼ିଯିବା ଭୟରେ ସେମାନେ ଘରମାଲିକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି