୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପିତ :

Feb 8, 2024 - 22:15
 1
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍  ଉପସ୍ଥାପିତ :

ନବୀନ ଓଡିଶା ବ୍ଯୂର:  ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ମୋଟ ୨ଲକ୍ଷ ୫୫ ହଜାର କୋଟିର ବଜେଟ ଆଣିଛନ୍ତି ରାଜ୍ୟ ସରକାର। ସେଥିରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି। ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି କେତେ କେତେ ଟଙ୍କା ?

 ବିଦ୍ୟାଳୟ ଓ ଗାନଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ – ୨୪ ହଜାର ୭ ଶହ ୬୪ କୋଟି ଟଙ୍କା
 ପଂଚାୟତରାଜ – ୨୨୫୪୩ କୋଟି
 ସ୍ୱାସ୍ଥ୍ୟ ବିଭାଗ – ୧୯୭୨୯ କୋଟି
 ଜଳସମ୍ପଦ – ୧୩୨୬୭ କୋଟି
 ଯୋଜନା ଓ ସଂଯୋଜନା – ୧୨୦୪୩ କୋଟି
 ନିର୍ମାଣ ବିଭାଗ – ୧୦୯୫୦ କୋଟି
 ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି
 ଗୃହ ବିଭାଗ – ୮୬୪୧ କୋଟି

ପ୍ରଧାନମନ୍ତ୍ରୀ ଆବାସ – ୪୦୦୦ କୋଟି
ବିଜୁ ପକ୍କାଘର – ୧୦୦ କୋଟି
ପ୍ରଧାନମନ୍ତ୍ରୀ ଆବାସ ସହର – ୬୯୨ କୋଟି
ବସୁଧା ଯୋଜନା – ୨୦୦୦ କୋଟି
ଜଳ ଜୀବନ ମିଶନ – ୬୦୦୦ କୋଟି
ମେଟ୍ରୋ – ୧୦୦୦ କୋଟି
ରେଳ ପ୍ରକଳ୍ପ – ୭୦୦ କୋଟି
ରାସ୍ତା ଉନ୍ନତି – ୬୧୯୪ କୋଟି
ନୂଆ ଓ – ୨୦୦ କୋଟି
ବିଜୁ ସେତୁ – ୨୦୦ କୋଟି
ଏସଟିଆରଏମଏଫ (ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି ) – ୧୪୨୪ କୋଟି
କ୍ରୀଡା ଭିତିଭୂମି – ୮୫୨ କୋଟି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା – ୭୨ କୋଟି
ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ – ୧୫ କୋଟି
ଏନଆରଏଲଏମ – ୧୧୬୨ କୋଟି
ମିଶନ ଶକ୍ତି – ୨୭୬୧ କୋଟି
ମମତା – ୫୨୧ କୋଟି