ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ
ନବୀନ ଓଡିଶା ବ୍ଯୂର:ଭୁବନେଶ୍ୱର: ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ । ନୂଆବର୍ଷରୁ ଦାୟିତ୍ୱ ଭାର ସମ୍ଭାଳିବେ ଅନୁ ଗର୍ଗ । ରାଜ୍ୟ ସରକାରଙ୍କ ତରଫରୁ ଅନୁଙ୍କୁ ମିଳିଛି ପୁରସ୍କାର । ମନୋଜ ଆହୁଜାଙ୍କ ସ୍ଥାନ ନେଲେ ଅନୁ ଗର୍ଗ । ଏବେ ଉନ୍ନୟନ କମିଶନର ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି । ୧୯୯୧ ବ୍ୟାଚ୍ର ଆଇଏସ୍ ଅଫିସର ଅନୁ ଗର୍ଗ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି ।
