ମନ୍ତ୍ରୀମାନେ କୋଟିଆ ଯିବେ

Jul 21, 2025 - 18:31
 1
ମନ୍ତ୍ରୀମାନେ କୋଟିଆ ଯିବେ
ମନ୍ତ୍ରୀମାନେ କୋଟିଆ ଯିବେ

ନବୀନ ଓଡିଶା- ନିଜ ନିଜ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ  ନେଇ ମନ୍ତ୍ରୀମାନେ କୋଟିଆ ଯିବେ । ଖୁଵ ଶୀଘ୍ର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରାର ବଡ଼ କାର୍ଯ୍ୟକ୍ରମ ନେଇ କୋଟିଆ ଯାଉଛନ୍ତି । ଯୋଗାଣ ମନ୍ତ୍ରୀ ମଧ୍ୟ କୋଟିଆ ଯାଇ ରାସନ କାର୍ଡ ବାଣ୍ଟିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।  
କୋରାପୁଟରେ ଆନ୍ଧ୍ରପ୍ରଦେଶର ପ୍ରଭାବ କମିଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ।  ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।